Flag of Indiaसत्यमेव जयते AADTAK
CRISIS INDIA ODISHA

ଜେଲ୍‌ରୁ ମିଳିଲା ବିଚାରାଧୀନ କଏଦୀଙ୍କ ଝୁଲନ୍ତା ମୃତଦେହ

ଯାଜପୁର ରୋଡ୍ ଉପକାରାଗାରରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଅବିନାଶ ବିଶ୍ୱାଳ। ତାଙ୍କ ଘର କଳିଙ୍ଗ ନଗର ଥାନା ନିମପଲ୍ଲୀ ଗାଁରେ। ଏକ ପୋକ୍ସୋ ମାମଲାରେ ସେ ମାସେ ହେବ ଏହି ଜେଲ୍‌ରେ ଥିଲେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଜେଲ ପରି

Odisha Reporter Fri, 06 Nov 2026 13:12 DEVELOPING
Read the original at Odisha Reporter ↗