STATE ACTION
INDIA
ODISHA
ଗଜପତିରୁ ବ୍ରହ୍ମପୁର ଯାଉଥିଲା ଗଞ୍ଜେଇ ବସ୍ତା: ପାଟ୍ରୋଲିଂ ବେଳେ ଧରାପଡ଼ିଲେ; ମହାରାଷ୍ଟ୍ର ଯୁବକ ସମେତ ଦୁଇ ଗିରଫ…
ଦିଗପହଣ୍ଡି,୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ଧରଣର ଚଢ଼ଉ କରାଯାଇ ୧୪ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ମାମଲାରେ ଜଣେ ଅଣଓଡ଼ିଆ ଯୁବକ ସମେତ ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ମିଳିଥିବା ସୂଚନା ଅନୁ
ଧରିତ୍ରୀ पर मूल खबर पढ़ें ↗