GOOD
INDIA
ODISHA
ପ୍ରଦୂଷଣ ବଳୟରେ ଦିଲ୍ଲୀ-ଏନସିଆର, ଆଜି ରାତି ସୁଦ୍ଧା ସ୍ଥିତି ହେବ ଆହୁରି ଖରାପ
ନୂଆଦିଲ୍ଲୀ,୮ା୧୧: ଦୀପାବଳି ରାତି ଅର୍ଥାତ୍ ରବିବାର ଦିଲ୍ଲୀର ପରିସ୍ଥିତି ଆହୁରି ଖରାପ ହେବାର ଆଶଙ୍କା କରାଯାଉଛି। ଶନିବାର ପଞ୍ଜାବ ଏବଂ ହରିୟାଣାରେ ନଡ଼ା ଜାଳିବା ଘଟଣା ଋତୁର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଇସ୍ରୋ ସାଟେଲାଇଟ ତଥ୍ୟ ଅନୁଯାୟୀ, ଏହା ଲଗାତର ୧୦ମ ଦିନର ଘଟଣା। ରବିବାର ଦିଲ୍ଲୀ
Read the original at ଧରିତ୍ରୀ ↗