GOOD
INDIA
ODISHA
ଯାତ୍ରୀଙ୍କୁ ଭଡ଼ା ଓ ଟିକସ ଫେରାଇଥିଲେ ଜିଏସ୍ଟି ଫେରିପାଇବେ ବିମାନ କମ୍ପାନୀ
ନୂଆଦିଲ୍ଲୀ,୨୬ା୧୦: ବାତିଲ ବିମାନ ଟିକେଟକୁ ନେଇ ଜିଏସ୍ଟି ଆପିଲେଟ ଟ୍ରିବ୍ୟୁନାଲ(ଜିଏସ୍ଟିଏଟି) ଏ ରାୟ ଦେଇଛନ୍ତି। ଯଦି ବାତିଲ ହୋଇଥିବା ବିମାନ ଟିକେଟ ପାଇଁ ସମ୍ପୃକ୍ତ ଏୟାରଲାଇନ୍ସ ଯାତ୍ରୀଙ୍କୁ ଭଡ଼ା ଓ ଟିକସ ଉଭୟ ଫେରସ୍ତ କରିଥାନ୍ତି ଏବଂ ଏହାକୁ ଉପଯୁକ୍ତ ଦସ୍ତାବିଜ୍ ସ ପ୍ରମାଣ କରିପା
Read the original at ଧରିତ୍ରୀ ↗