GOOD
INDIA
ODISHA
ମାଛ ମାରିବାକୁ ଯାଇଥିଲେ, ଜାଲରେ ଛନ୍ଦି ହୋଇ ଚାଲିଗଲା ୨ ଜୀବନ

ମାଛ ମାରିବାକୁ ଯାଇଥିବା ବେଳେ ଜାଲରେ ଛନ୍ଦି ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ବୁଗବୁଗା ଗାଁରେ ଘଟିଛି ଏହି ଘଟଣା। ଦୁଇ ମୃତକ ହେଉଛନ୍ତି ରିଙ୍କୁ ବର୍ଗେ ଓ ରମେଶ ମହାକୁର। ଉଭୟେ ଗ୍ରାମ ପାଖରେ ଥିବା ଏକ ପୋଖରୀକୁ ମାଛ ମାରିବା ପାଇଁ ଯାଇଥିଲେ। ସେଠାରେ ଜାଲ ପକା
Odisha Reporter पर मूल खबर पढ़ें ↗