GOOD
INDIA
ODISHA
ହ୍ବାଟ୍ସଆପ୍ରେ ଇପିଏଫ୍ଓ ସେବା ଶୁଭାରମ୍ଭ
ନୂଆଦିଲ୍ଲୀ, ୨ା୧୧: କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ରବିବାର ଇପିଏଫ୍ଓର ହ୍ବାଟ୍ସଆପ୍ ସେବାର ଶୁଭାରମ୍ଭ କରିଛନ୍ତି। ଏହି ସେବା ଇପିଏଫ୍ ସଦସ୍ୟମାନଙ୍କୁ ସେମାନଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ବାଲାନ୍ସ, ଶେଷ ୫ଟି କାରବାର ଓ ପାସ୍ବୁକ୍ ସୂଚନା ପ୍ରଦାନ କରିବ। ଏଥିସହିତ ସଦସ୍
Read the original at ଧରିତ୍ରୀ ↗