Flag of Indiaसत्यमेव जयते AADTAK
RESPONSE POLITICS ODISHA

କଳାହାଣ୍ଡିରେ ଗୁରୁବାର ‘ବିକଶିତ ଭାରତ ଯୁବ ସଂସଦ’ କାର୍ଯ୍ୟକ୍ରମ: ବହୁସଂଖ୍ୟାରେ ଯୁବତୀଯୁବକ ଅଂଶଗ୍ରହଣ କରିବାକୁ ଆହ୍ବାନ

ଭବାନୀପାଟଣା,୪।୧୧(ଉତ୍ତମ କୁମାର ଦାଶ): ବିକଶିତ ଭାରତ ଯୁବ ନେତୃତ୍ୱ ବିକାଶ ଯୋଜନା (ଭିବିୱାଇଏଲଡି) ଆନୁକୁଲ୍ୟରେ ଆସନ୍ତାକାଲି ଅର୍ଥାତ୍‌ ନଭେମ୍ବର ୫ ତାରିଖ ଗୁରୁବାର ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପରିସରରେ ଜିଲା ସ୍ତରୀୟ ‘ବିକଶିତ ଭାରତ ଯୁବ ସଂସଦ’ ଅନୁଷ୍ଠିତ ହେବ

ଧରିତ୍ରୀ Wed, 04 Nov 2026 06:30
Read the original at ଧରିତ୍ରୀ ↗