Flag of Indiaसत्यमेव जयते AADTAK
GOOD INDIA ODISHA

ଶୌଚ ପାଇଁ ନାଳକୁ ଯାଇଥିଲେ ଖଗେଶ୍ୱର, ହଠାତ୍‌ ଆକ୍ରମଣ କଲା ଦନ୍ତା ହାତୀ: ଆଉ ତା’ପରେ…

ସମ୍ବଲପୁର,୭।୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲି ଯୁଯୋମୁରା ଥାନା ଅନ୍ତର୍ଗତ କଂସର ପଞ୍ଚାୟତର ବୁଢ଼ିଆକଟା ଗ୍ରାମରେ ସକାଳୁ ସକାଳୁ ଏକ ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ସ୍ଥାନୀୟ ବୁଢ଼ିଆକଟା ଗ୍ରାମର ଖଗେଶ୍ବର ରଣଜିତ(୨୬) ବୋଲି ପରିଚୟ ମିଳିଛି। ସକାଳୁ ସେ ଶ

ଧରିତ୍ରୀ Sat, 07 Nov 2026 03:26
ଧରିତ୍ରୀ पर मूल खबर पढ़ें ↗