GOOD
INDIA
ODISHA
ଆମେରିକା ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ପାଇଁ ମତଦାନ ଜାରି
ଓ୍ବାଶିଂଟନ,୪ା୧୧: ଆମେରିକା କଂଗ୍ରେସକୁ କେଉଁ ଦଳ ନିୟନ୍ତ୍ରଣ କରିବ, ସେନେଇ ମଙ୍ଗଳବାର ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଅନୁଷ୍ଠିତ ହେଉଛି। ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସର ସମସ୍ତ ୪୩୫ ଆସନ ଏବଂ ସିନେଟ୍ର ୩୫ ଆସନ ପାଇଁ ମତଦାନ ହେଉଛି। ଯେଉଁ ଦଳ ୨୧୮ ଆସନ ଜିତିବ, ହାଉସ୍ ତା’ର ନିୟନ୍ତ୍
Read the original at ଧରିତ୍ରୀ ↗