Flag of Indiaसत्यमेव जयते AADTAK
GOOD INDIA ODISHA

ଜେଲ୍‌ରେ ଜୀବନ ହାରିଲେ କଏଦୀ

ରଗଡ଼ି,୬।୧୧: ଯାଜପୁର ଜିଲା ରଗଡ଼ି ଉପକାରାଗାରରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଉପକାରାଗାରରେ ଜଣେ ବିଚାରାଧୀନ କଏଦୀ ଜେଲ୍‌ ପରିସର ମେଡିକାଲ ଗ୍ରିଲ୍‌ରେ ପ୍ୟାଣ୍ଟରେ ଡୋର ବାନ୍ଧି ଜୀବନ ହାରିଛନ୍ତି। କଏଦୀ ଜଣକ ଏକ ପୋକ୍ସୋ ମାମଲାରେ ବିଚାରଧୀନ କଏଦୀ ଭାବେ ଜେଲ୍‌ରେ ଥିଲେ।

ଧରିତ୍ରୀ Fri, 06 Nov 2026 12:31
ଧରିତ୍ରୀ पर मूल खबर पढ़ें ↗