Flag of Indiaसत्यमेव जयते AADTAK
GOOD INDIA ODISHA

ତୃତୀୟ ଟେଷ୍ଟରେ ଟିମ ଇଣ୍ଡିଆର ଦବଦବା; ଜୈସୱାଲଙ୍କ ଶତକ ପରେ ଚମକିଲେ ସୁନ୍ଦର-ତିଲକ

ନୂଆଦିଲ୍ଲୀ,୮।୧୧: ତୃତୀୟ ଅଣ-ଅଫିସିଆଲ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ନିଜର ପ୍ରାଧାନ୍ୟ ବିସ୍ତାର କରିଛି। ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା, ନ୍ୟୁଜିଲ୍ୟାଣ୍ଡ ନିଜର ପ୍ରଥମ ଇନିଂସରେ ୩୬ ରନ ସଂଗ୍ରହ କରି ୨ଟି ୱିକେଟ ହରାଇଛି। ଏହା ପୂର୍ବରୁ, ଇଣ୍ଡିଆ ‘ଏ’ (India A) ନିଜର ପ୍ରଥମ ଇନିଂସ ୪୬୪

ଧରିତ୍ରୀ Sun, 08 Nov 2026 08:35
Read the original at ଧରିତ୍ରୀ ↗