Flag of Indiaसत्यमेव जयते AADTAK
GOOD INDIA ODISHA

ବନ୍ୟା ବିପନ୍ନଙ୍କୁ ୫୦ କେଜି ଚାଉଳ ସହ ୨୫୦୦ ଟଙ୍କା ସହାୟତା:୪ ଲକ୍ଷ ୨୯ ହଜାର ୭୮୨ ପରିବାର ପାଇବେ ସହାୟତା

ଛତ୍ରପୁର, ଦିଲ୍ଲୀପ ସାମଲ, ୬/୧୧: ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟାରେ ପ୍ରଭାବିତ ପରିବାରଙ୍କୁ ସହାୟତା ପ୍ରଦାନ ପ୍ରକ୍ରିୟା ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷିତ ସହାୟତା ପ୍ୟାକେଜ୍ ଅନୁଯାୟୀ, ଯୋଗ୍ୟ ରାସନ କାର୍ଡଧାରୀ ପରିବାରଙ୍କୁ ୫୦ କେଜି ଚାଉଳ ସହ ୨୫

ଧରିତ୍ରୀ Fri, 06 Nov 2026 15:21
Read the original at ଧରିତ୍ରୀ ↗