GOOD
INDIA
ODISHA
ଧୂମକେତୁ ଜରିଆରେ ପୃଥିବୀକୁ ଆସି ନ ଥିଲା ଜୀବନ, ଗବେଷକ କହିଲେ…
ଲଣ୍ଡନ,୨ା୧୧: ବହୁ କୋଟି ବର୍ଷ ପୂର୍ବେ ମହାକାଶରୁ ଧୂମକେତୁ ଜରିଆରେ ପୃଥିବୀକୁ ଜୀବନର ମୌଳିକ ଉପାଦାନଗୁଡ଼ିକ ଆସିଥିଲା ବୋଲି ଯେଉଁ ଲୋକପ୍ରିୟ ତତ୍ତ୍ୱ ରହିଛି, ତାହା ଭୁଲ ହୋଇପାରେ ବୋଲି ନୂତନ କମ୍ପ୍ୟୁଟର ସିମୁଲେଶନରୁ ଜଣାପଡ଼ିଛି। ଏହି ଗବେଷଣା ଅନୁଯାୟୀ, ଧୂମକେତୁଗୁଡ଼ିକରେ ଥିବା ଭଙ୍ଗୁର ଜ
Read the original at ଧରିତ୍ରୀ ↗