Flag of Indiaसत्यमेव जयते AADTAK
GOOD INDIA ODISHA

ରାଜ୍ୟ ସ୍ତରୀୟ ସୁଟିଙ୍ଗ ପ୍ରତିଯୋଗିତା: କଳାହାଣ୍ଡିକୁ ମିଳିଲା ୯ ପଦକ

ଲାଞ୍ଜିଗଡ଼,୨୪।୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ୬୧ତମ ବାର୍ଷିକ ସୁଟିଙ୍ଗ ପ୍ରତିଯୋଗିତାରେ ଭାଗ ନେଇ ୪ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଏବଂ ୩ଟି କାଂଶ୍ୟ ପଦକ ସହ ୯ଟି ପଦକ ହାସଲ କରିଛନ୍ତି I ଅନୁଗୋଳ ଜିଲା ତାଳଚେର ସ୍ଥିତ ରାଜା ହରିଶ୍

ଧରିତ୍ରୀ Sat, 24 Oct 2026 16:14
Read the original at ଧରିତ୍ରୀ ↗