PROBLEM
INDIA
ODISHA
୬୦ବର୍ଷରେ ପାଚିକା ଚାକିରିରୁ ଅବସର, ହେଲେ ମିଳୁନି ବାର୍ଦ୍ଧକ୍ୟ ଭତ୍ତା! ଅସନ୍ତୋଷ କୁମୁଦିନୀ
ଅମରପାଲି,୬।୧୧(ପୀତାମ୍ବର ସାହୁ): ଚାକିରିରୁ ଅବସର ନେବାର ୧୦ ମାସ ବିତିଲାଣି । ଆଧାର କାର୍ଡ ଓ ଭୋଟର ପରିଚୟପତ୍ରରେ ବୟସ ୬୦ ବର୍ଷରୁ ଊର୍ଦ୍ଧ୍ୱ । ଏପରିକି ୬୦ ବର୍ଷ ବୟସ ପୂରଣ ହେବାରୁ ପାଚିକା କାର୍ଯ୍ୟରୁ ଅବ୍ୟାହତି ମଧ୍ୟ ମିଳିଛି । ହେଲେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିବା ବେଳକୁ ବୟ
ଧରିତ୍ରୀ पर मूल खबर पढ़ें ↗