GOOD
INDIA
ODISHA
‘ଅତ୍ୟନ୍ତ ଦୁଃଖଦ ଦିନ…’ ମହମ୍ମଦ ସାମିଙ୍କ ଅବସର ନେଇ ଦୁଃଖ ପ୍ରକାଶ କଲେ ଭାରତୀୟ ଦଳର ବୋଲିଂ କୋଚ
ନୂଆଦିଲ୍ଲୀ,୭।୧୧: ଭାରତର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି ଶୁକ୍ରବାର ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ତାଙ୍କର ଏହି ଅବସର ଘୋଷଣା ପ୍ରଶଂସକମାନଙ୍କୁ ଦୁଃଖିତ କରିଥିବା ବେଳେ, ଭାରତୀୟ ଦଳର ବୋଲିଂ କୋଚ ମୋର୍ନେ ମର୍କେଲ ମଧ୍ୟ ଏହାକୁ ନେଇ ଗଭୀର ନିରାଶା ପ୍ରକାଶ କରିଛନ୍ତି ଏବଂ ଏହ
Read the original at ଧରିତ୍ରୀ ↗