Flag of Indiaसत्यमेव जयते AADTAK
GOOD INDIA ODISHA

୨ ଛକା ମାରି ବିଶ୍ୱରେକର୍ଡ କଲେ ରୋହିତ ଶର୍ମା: ଭାଙ୍ଗିଲେ ପାକିସ୍ତାନ କ୍ରିକେଟର୍‌ଙ୍କ ରେକର୍ଡ

ୱେଲିଂଟନ,୭।୧୧: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଆଉ ଏକ ବଡ଼ ରେକର୍ଡ ନିଜ ନାଁରେ କରିଛନ୍ତି। ଏହି ମ୍ୟାଚ୍‌ରେ ସେ ୨୩ ରନ୍ର ଇନିଂସ ଖେଳିଥିବା ବେଳେ ଦୁଇଟି ଛକା ମାରିଥିଲେ। ଏହି ଦୁଇଟି ଛକା ସହ ସେ ଦିନିକିଆ କ୍ରିକେଟ୍‌ରେ ନ୍

ଧରିତ୍ରୀ Sat, 07 Nov 2026 08:59
Read the original at ଧରିତ୍ରୀ ↗