GOOD
INDIA
ODISHA
ରଣଜୀ ଟ୍ରଫିରେ ବଡ଼ ବିବାଦ, କୋର୍ଟଙ୍କ ରାୟ ପରେ ବଦଳିଗଲା ପୂରା ଟିମ୍
ନୂଆଦିଲ୍ଲୀ, ୫।୧୧: ମେଘାଳୟ କ୍ରିକେଟ୍ ସଂଘ (MCA)ରେ ଚାଲିଥିବା ବିବାଦର ପ୍ରଭାବ ଏବେ ରଣଜୀ ଟ୍ରଫି ଦଳ ଉପରେ ପଡ଼ିଛି । ନାଗାଲାଣ୍ଡ ବିପକ୍ଷ ପ୍ଲେଟ୍ ଡିଭିଜନ୍ ମ୍ୟାଚ୍ ଆରମ୍ଭ ହେବାର ମାତ୍ର ଦୁଇ ଦିନ ପୂର୍ବରୁ ପୂରା ଦଳକୁ ବଦଳାଇ ଦିଆଯାଇଛି । ଏହି ମ୍ୟାଚ୍ ପାଇଁ ନୂଆ ଦଳ ଘୋଷଣା କରାଯାଇ
Read the original at ଧରିତ୍ରୀ ↗