Flag of Indiaसत्यमेव जयते AADTAK
GOOD INDIA ODISHA

ଭିଜିଲାନ୍ସ ଜାଲରେ ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ: ୩.୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଗିରଫ

ସମ୍ବଲପୁର, ୨।୧୧ (ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସମ୍ବଲପୁର-ତାଳଚେର ଦୋହରୀକରଣ ରେଳ ପ୍ରକଳ୍ପର ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ (ଏସ୍‌ଏଲ୍‌ଏଓ) ଅଜୟ କୁମାର ଗଡ଼ନାଏକ। ରେଳପଥ ଦୋହରୀକରଣ ପ୍ରକଳ୍ପରେ ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ଅର୍ଥ ମଞ୍ଜୁରୀ କରାଇଦେବା ପାଇଁ ଲାଞ୍ଚ

ଧରିତ୍ରୀ Mon, 02 Nov 2026 10:37
ଧରିତ୍ରୀ पर मूल खबर पढ़ें ↗