GOOD
INDIA
ODISHA
ପଞ୍ଚଭୂତରେ ଲୀନ ହେଲେ ଡାକ୍ତର ଅଶୋକ ମହାପାତ୍ର

ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଦେଶର ପ୍ରଖ୍ୟାତ ସ୍ନାୟୁଶଲ୍ୟ ବିଶେଷଜ୍ଞ ଡାକ୍ତର ଅଶୋକ କୁମାର ମହାପାତ୍ର। ଶୋକାକୁଳ ପରିବେଶ ମଧ୍ୟରେ ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଛି ତାଙ୍କ ଶେଷକୃତ୍ୟ। ଝିଅ ଶୁଭଶ୍ରୀ ମହାପାତ୍ର ଓ ପୁତୁରା ଶୁଭାଶିଷ ମହାପାତ୍ର ମିଳିତ ଭାବେ ଦେଇଥ
Read the original at Odisha Reporter ↗