Flag of Indiaसत्यमेव जयते AADTAK
GOOD INDIA ODISHA

ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ବଡ଼ଗାଁରେ ‘ରନ୍ ଫର୍ ୟୁନିଟି’: ଏକତାର ବାର୍ତ୍ତା ନେଇ ଦୌଡ଼ିଲେ ୫୦୦ ଛାତ୍ରୀଛାତ୍ର

ବଡ଼ଗାଁ, ୩୧।୧୦(ଅଶୋକ ଷଡ଼ଙ୍ଗୀ): ଦେଶର ଅଖଣ୍ଡତା, ଏକତା ଓ ସଂହତିର ପ୍ରତୀକ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ଶନିବାର ବଡ଼ଗାଁଠାରେ ‘ରନ୍ ଫର୍ ୟୁନିଟି’ (ଏକତା ପାଇଁ ଦୌଡ଼) କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜିତ ହୋଇଯାଇଛି। ବଡ଼ଗାଁ ପୋଲିସ

ଧରିତ୍ରୀ Sat, 31 Oct 2026 05:56
Read the original at ଧରିତ୍ରୀ ↗