Flag of Indiaसत्यमेव जयते AADTAK
GOOD INDIA ODISHA

ଖାତା ଖୋଲୁ ଖୋଲୁ ମାତ୍ର ୧ ରନ କରି ଇତିହାସ ସୃଷ୍ଟି କଲେ ବିରାଟ କୋହଲି; ପଛରେ ପଡ଼ିଗଲେ ରିକି ପଣ୍ଟିଂ

ନୂଆଦିଲ୍ଲୀ,୭।୧୧: ୱେଲିଂଟନର ବେସିନ ରିଜର୍ଭ (ହେନରୀ ଓଭାଲ) ଠାରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଚାଲିଛି। ନ୍ୟୁଜିଲ୍ୟାଣ୍ଡ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ୧୩୪ ରନର ଲକ୍ଷ୍ୟକୁ ପିଛା କରୁଥିବା ଭାରତୀୟ ଦଳ ପାଇଁ ଆରମ୍ଭଟା ଖରାପ ରହିଲା, କାରଣ ଦଳର ଅଧିନାୟକ ତଥ

ଧରିତ୍ରୀ Sat, 07 Nov 2026 07:52
Read the original at ଧରିତ୍ରୀ ↗